ପ୍ରଥମ ଓଡିଆ ସମ୍ରାଟ - ଐର ମହାମେଘବାହନ ଖାରବେଳ
ପ୍ରଥମ ଓଡିଆ ରାଜ୍ୟପାଳ - ଡକଟର୍ ହରେକୃଷ୍ଣ ମହତାବ
ପ୍ରଥମ ଓଡିଆ ମୁଖ୍ୟମନ୍ତ୍ରୀ - ଡକଟର୍ ହରେକୃଷ୍ଣ ମହତାବ
ପ୍ରଥମ ଓଡିଆ ମନ୍ତ୍ରୀ - ଉତ୍କଳ ଗୌରବ ମଧୁସୁଦନ ଦାସ
ପ୍ରଥମ ଓଡିଆ ମନ୍ତ୍ରିତ୍ବ ତ୍ୟାଗ କରିଥିବା ବ୍ୟକ୍ତି - ଉତ୍କଳ ଗୌରବ ମଧୁସୁଦନ ଦାସ