ପ୍ରଥମ ଓଡିଆ ସମ୍ରାଟ - ଐର ମହାମେଘବାହନ ଖାରବେଳ
ପ୍ରଥମ ଓଡିଆ ରାଜ୍ୟପାଳ - ଡକଟର୍ ହରେକୃଷ୍ଣ ମହତାବ
ପ୍ରଥମ ଓଡିଆ ମୁଖ୍ୟମନ୍ତ୍ରୀ - ଡକଟର୍ ହରେକୃଷ୍ଣ ମହତାବ
ପ୍ରଥମ ଓଡିଆ ମନ୍ତ୍ରୀ - ଉତ୍କଳ ଗୌରବ ମଧୁସୁଦନ ଦାସ
ପ୍ରଥମ ଓଡିଆ ବାବୁ - ମଧୁ ବାବୁ( ଉତ୍କଳ ଗୌରବ ମଧୁସୁଦନ ଦାସ)
ପ୍ରଥମ ଓଡିଆ କ୍ୟାବିନେଟ୍ ମନ୍ତ୍ରୀ - ଡକଟର୍ ହରେକୃଷ୍ଣ ମହତାବ
ପ୍ରଥମ ଓଡିଆ ଗ୍ରାଜୁଏଟ୍ ଡକଟର୍ - ଡକଟର୍ ସୁରେନ୍ଦ୍ର ନାରାୟଣ ଆଚାର୍ଯ୍ୟ
ପ୍ରଥମ ଓଡିଆ ବାଚସ୍ପତି(ଓଡିଶା ବିଧାନସଭାରେ) -ନନ୍ଦକିଶୋର ଦାସ
No comments:
Post a Comment